ଇନଡେଲ୍‍ କର୍ପୋରେସନର ଛାମୁଆ କମ୍ପାନୀ ଇନଡେଲ୍‍ ମନି ଲିମିଟେଡ ନିଜର ସ୍ୱର୍ଣ୍ଣ ଋଣ ଉତ୍ପାଦ ଗୁଛକୁ ନେଇ ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ରାଜ୍ୟବ୍ୟାପୀ ୧୦ଟି ଶାଖା ଖୋଲିଛି ।